Meaning : ଯେ କାହାକୁ କିଛି କେବେ ମାଗେନାହିଁ
Example :
ଅଯାଚକ ବ୍ୟକ୍ତି ମାଗିବା ଅପେକ୍ଷା ମରିବାକୁ ପସନ୍ଦ କରନ୍ତି
Synonyms : ଅଯାଚକ
Translation in other languages :
Meaning : ମଗା ନ ହୋଇଥିବା
Example :
ତାକୁ ଅଯାଚିତ ଧନର ଭଣ୍ଡାର ମିଳିଗଲା
Synonyms : ଅପ୍ରାର୍ଥିତ, ଅଯାଚିତ
Translation in other languages :