Meaning : ଯେ ଉଚ୍ଚ ବା ଯେଉଁଥିରେ ବହୁତ ସଂଶୋଧନ ହୋଇଛି
Example :
ଆମେରିକା ଗୋଟିଏ ବିକଶିତ ରାଷ୍ଟ୍ର
Synonyms : ଉନ୍ନତ, ବିକଶିତ, ସୁବିକଶିତ
Translation in other languages :
(used of societies) having high industrial development.
Developed countries.Meaning : ଅଭିବାଦନପାଇଁ ଠିଆ ହୋଇଥିବା ବା ଆଦରଣୀୟ ବ୍ୟକ୍ତିର ସମ୍ମାନାର୍ଥେ ଉଠି ଠିଆ ହେଉଥିବା
Example :
ଅଭ୍ୟୁଥିତ ବାଳକ ହାତରେ ଫୁଲତୋଡ଼ା ଧରିଥିଲା
Translation in other languages :
अभिवादन के लिए खड़ा हुआ या आदरणीय व्यक्ति के सम्मानार्थ उठकर खड़ा हुआ।
अभ्युत्थित बालक हाथ में गुलदस्ता पकड़े था।