Meaning : ଗୋଟିଏ କାବ୍ୟାଳଙ୍କାର
Example :
ଅଭ୍ୟାସରେ କୌଣସି ଦୁଷ୍କର ବିଷୟକୁ ସିଦ୍ଧ କରୁଥିବା କାର୍ଯ୍ୟର ବର୍ଣ୍ଣନା କରାଯାଏ
Translation in other languages :
Meaning : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ
Example :
ପ୍ରତିଦିନ ସକାଳେ ଜଲ୍ଦି ଉଠିବା ତାର ଅଭ୍ୟାସ ଝଗଡ଼ା ଲଗେଇବା ତାହାର ଅଭ୍ୟାସ
Translation in other languages :
Meaning : ପୂର୍ଣ୍ଣତା ବା ଦକ୍ଷତା ପାଇବା ନିମନ୍ତେ ବାରମ୍ବାର ଗୋଟିଏ କାମର ସାଧନା
Example :
ନିରନ୍ତର ଅଭ୍ୟାସରେ ଦକ୍ଷତା ମିଳିପାରେ
Synonyms : ଆବୃତ୍ତି, ବାରମ୍ବାର ପାଠ, ରିୟାଜ
Translation in other languages :
Systematic training by multiple repetitions.
Practice makes perfect.Meaning : ଭକ୍ତିର ଏକ ଭେଦ ଯେଉଁଥିରେ ଭଗବାନଙ୍କ ଗୁଣର ବର୍ଣ୍ଣନା ଗାନଦ୍ୱାରା କରାଯାଏ
Example :
କୀର୍ତ୍ତନ ନବଧା ଭକ୍ତିର ଅନ୍ତର୍ଭୁକ୍ତ
Synonyms : ଆବୃତ୍ତି, ବାରମ୍ବାର ପାଠ, ରିୟାଜ
Translation in other languages :
Meaning : କୌଣସି ଜିନିଷର ବାରମ୍ବାର ଅଧ୍ୟୟନ କରିବା କ୍ରିୟା
Example :
ରାମ ପାଠ ଅନୁଶୀଳନ କରୁଅଛି
Synonyms : ଅନୁଶୀଳନ, ପୁନଃପଠନ, ବାରମ୍ବାର ଅଧ୍ୟୟନ
Translation in other languages :
किसी चीज़ का बार-बार अध्ययन करने की क्रिया।
राम पाठ का अनुशीलन कर रहा है।Systematic training by multiple repetitions.
Practice makes perfect.Meaning : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
Example :
ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
Synonyms : ଅଧ୍ୟବସାୟ, ତପସ୍ୟା, ତାଲିମ୍, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ, ସାଧନା
Translation in other languages :
Persevering determination to perform a task.
His diligence won him quick promotions.