Meaning : ଆଦର ଓ ସମ୍ମାନ
Example :
ସେଠ୍ ମନୋହରଜୀ ସମସ୍ତଙ୍କ ଆଦର ସମ୍ମାନ କରନ୍ତି
Synonyms : ଆଦର ସମ୍ମାନ, ଖାତିରି, ସମ୍ମାନ
Translation in other languages :
आदर-सम्मान।
सेठ मनोहरजी सबकी आवभगत करते हैं।Meaning : କୌଣସି ମାନ୍ୟ ବା ପ୍ରିୟ ଲୋକ ଆସିବା ପରେ ଆଗେଇ ଯାଇ ଆଦର ପୂର୍ବକ କରାଯାଉଥିବା ଅଭିନନ୍ଦନ
Example :
ରାମଙ୍କର ଅଯୋଧ୍ୟା ଆଗମନ ପରେ ଅଯୋଧ୍ୟାବାସୀମାନେ ତାଙ୍କର ଭବ୍ୟ ସ୍ୱାଗତ କଲେ
Translation in other languages :