Subscribe
URL of the page has been copied to clipboard.
Meaning : ଯାହା ବେଧ୍ୟ ନୁହେଁ ବା ଯାହାର ଭେଦନ ହୋଇପାରେ ନାହିଁ ବା ସମ୍ଭବ ନୁହେଁ
Example : ପ୍ରାଚୀନକାଳରେ ରାଜାମାନେ ଅଭେଦ୍ୟ ଦୁର୍ଗ ନିର୍ମାଣ କରାଉଥିଲେ
Synonyms : ଅଛେଦ୍ୟ, ଅବେଧ୍ୟ, ଦୁର୍ଭେଦ୍ୟ
Translation in other languages :हिन्दी
जो वेध्य न हो या जिसका भेदन न हो सके या संभव न हो।
Meaning : ଯେଉଁଥିରେ ବିନ୍ଧ ବା କଣା ହୋଇନାହିଁ
Example : ଏହି ଅଭେଦ୍ୟ ଲକ୍ଷ୍ୟ ଭେଦକରିବା ମୋର ପ୍ରାଥମିକ କର୍ତ୍ତବ୍ୟ
Synonyms : ଅନବିଦ୍ଧ, ଅବିଦ୍ଧ
Translation in other languages :हिन्दी English
जो वेधा या छेदा हुआ न हो।
Not pierced.
Install App