Subscribe
URL of the page has been copied to clipboard.
Meaning : ଯାହା ମଗାଯାଇଥାଏ
Example : ରାଜା ସେନାପତିଙ୍କୁ ଅଭୀଷ୍ଟ ପୁରସ୍କାର ଦେଲେ
Synonyms : ଅଭୀଷ୍ଟ, ମୁହଁମଗା
Translation in other languages :हिन्दी
मुँह से माँगा हुआ।
Meaning : ବିଶେଷ ରୂପରେ ଆଦେଶ ଦେଇ କୌଣସି କାମ କରାଇବା, ମଗେଇବା ବା ତିଆରି କରାଇଥିବା
Example : ଆମ୍ଭେମାନେ ରେଡ଼ିଓରେ ଅନୁରୋଧର ଗୀତ ଶୁଣୁଛୁ
Synonyms : ଅନୁରୋଧ କରାଯାଇଥିବା, ଅନୁରୋଧର
विशेष रूप से फरमाइश करके मँगाया या तैयार कराया हुआ।
Install App