Subscribe
URL of the page has been copied to clipboard.
Meaning : ମନ୍ତ୍ରଦ୍ୱାରା ଧଳା ସୋରିଷପିଙ୍ଗି ରାକ୍ଷସମାନଙ୍କଠାରୁ ରକ୍ଷା
Example : ଋଷିମାନେ ଯଜ୍ଞଆଦିର ଅଭିରକ୍ଷଣ କରୁଥିଲେ
Synonyms : ଅଭିରକ୍ଷଣ
Translation in other languages :हिन्दी
सफेद सरसों फेंककर मंत्रों द्वारा राक्षसों से रक्षा।
Meaning : କୌଣସି ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ବା କୌଣସି ବ୍ୟକ୍ତିକୁ ପଳାୟନ କରିବା ଆଦିରୁ ରୋକିବାପାଇଁ ନିଜ ଅଧିକାର ବା ସୁରକ୍ଷାରେ ନେଇ ରଖିବା ପ୍ରକ୍ରିୟା ବା ଭାବ
Example : ଭରତ ଶାହଙ୍କୁ ତିନି ମାସ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖା ଯାଇଥିଲା
Synonyms : ଜିମା, ନିରାପତ୍ତା, ହେପାଜତ
किसी संपत्ति को रक्षित रखने के लिए अथवा किसी व्यक्ति को भागने आदि से रोकने के लिए अपने अधिकार या रक्षा में लेकर रखने की क्रिया या भाव।
Install App