Meaning : ଶୃଙ୍ଗାର ରସରେ ଏକ ବିଶେଷ ଅବସ୍ଥା
Example :
ନାଟକରେ ନାୟକ ନାୟିକାର ଅଭିମାନ ଦେଖି ପ୍ରସନ୍ନ ହୋଇଗଲା
Synonyms : ମାନ
Translation in other languages :
Meaning : କୌଣସି ବସ୍ତୁ ବା କଥା ସମ୍ପର୍କରେ ମନରେ ଉଠୁଥିବା ଏହି ଭାବ ଯାହାଦ୍ୱାରା ମହତ୍ତ୍ୱ ପ୍ରାପ୍ତି ହୁଏ ବା ଗର୍ବ କରାଯାଏ
Example :
ସବୁବେଳେ ଗର୍ବରେ ଛାତି ଫୁଲେଇ ଚାଲୁଥିବା ସାହୁକାରକୁ ଆଜି ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଲା ଆମେ ଆଜି ଆମ ଦେଶକୁ ନେଇ ଗର୍ବ କରୁଛୁ
Synonyms : ଗର୍ବ
Translation in other languages :