Meaning : ମନ୍ତ୍ରଦ୍ୱାରା ସଂସ୍କାର କରାଯାଇଥିବା
Example :
ପୂଜାରୀ ବକବକ ହେଉଥିବା ଲୋକକୁ ଅଭିମନ୍ତ୍ରିତ ପାଣି ପିଇବାକୁ ଦେଲେ
Synonyms : ମନ୍ତୁରା
Translation in other languages :
मंत्र द्वारा संस्कार किया हुआ।
पुजारी ने अकबक बोलनेवाले व्यक्ति को अभिमंत्रित जल पीने के लिए दिया।Meaning : ଆବାହନ କରାଯାଇଥିଲା
Example :
ଯଜ୍ଞ ପରେ ଅଭିମନ୍ତ୍ରିତ ଦେବତାମାନଙ୍କୁ ବିଦାୟ ଦିଆଗଲା
Synonyms : ଅଭିମଂତ୍ରିତ
Translation in other languages :