Meaning : ନାଟକରେ କୌଣସି ପାତ୍ରର ଅଭିନୟ
Example :
ଏହି ସିନେମାରେ ଅମିତାଭଙ୍କ ଭୂମିକା ଜୋରଦାର ହେଇଛି ଏହି ନାଟକରେ ସେ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି
Translation in other languages :
An actor's portrayal of someone in a play.
She played the part of Desdemona.Meaning : ଅନ୍ୟ ବ୍ୟକ୍ତିମାନଙ୍କର ଭାଷଣ, ଚେଷ୍ଟାଆଦିକୁ କିଛି ସମୟପାଇଁ ଅନୁକରଣ କରିବାର କ୍ରିୟା, ଯାହା ନାଟକଆଦିରେ ହୁଏ
Example :
ଏହି ନାଟକରେ ରାମର ଅଭିନୟ ବହୁତ ପ୍ରଶଂସନୀୟ ଥିଲା
Translation in other languages :
Meaning : କାହାକୁ ଧୋକା ଦେବାପାଇଁ ପ୍ରସ୍ତୁତ ରୂପ କିମ୍ବା କରାଯାଉଥିବା କାମ
Example :
ସେ ବେମାର ହେବାର ନାଟକ କରୁଛି
Translation in other languages :
The act of giving a false appearance.
His conformity was only pretending.