Meaning : ଯେଉଁ କଥାକୁ ସତ ବୋଲି ଧରାଯାଇଛି ଓ ଯାହା କୌଣସି ପରିକଳ୍ପନାର ଅଧାର ହୋଇଛି
Example :
କିଛି ଅଭିଧାରଣା ସମୟର କଷଟି ପଥରରେ ବିଶୁଦ୍ଧ ବୋଲି ପ୍ରମାଣିତ ହୋଇପାରେନାହିଁ
Translation in other languages :
वह कथन जिसे सत्य माना गया हो और जो किसी परिकल्पना का आधार बनाता हो।
कुछ अभिधारणाएँ समय की कसौटी पर खरी नहीं उतरती हैं।