Meaning : ଅଭିଜ୍ଞ କିମ୍ବା ପରିଚିତ ହେବା
Example :
ସଂସାରରେ ଯେକୌଣସି ବ୍ୟକ୍ତି ସବୁ ବିଷୟ ଭଲ ଭାବରେ ଜାଣନ୍ତି ନାହିଁ ମୁଁ ଏବେ ଜାଣିଲି ଯେ ସେ ଲେଖାପଢ଼ା ଜାଣେନାହିଁ
Synonyms : ଜାଣିବା, ଜ୍ଞାନ ହେବା, ପରିଚିତ ହେବା
Translation in other languages :
अभिज्ञ या परिचित होना।
मैंने अभी जाना कि वह पढ़ा-लिखा नहीं है।