Subscribe
URL of the page has been copied to clipboard.
Meaning : ଯାହା ହୁଏ ନାହିଁ ବା ନ ହେଉଥିବା
Example : ଅଭାବନୀୟ ଅବସ୍ଥାର ଚିନ୍ତା କିପରି ହୁଏ
Translation in other languages :हिन्दी
जो न हो या न होने वाला।
Meaning : ଯାହାର ଭାବନା ବା ଚିନ୍ତନ କରାଯାଇନାହିଁ
Example : ସେ ଭାବନାହୀନ ବିଷୟକୁ ବୁଝାଇବାପାଇଁ ପ୍ରୟାସ କରୁଥିଲା
Synonyms : ଅଚିନ୍ତନ, ଅଚିନ୍ତ୍ୟ, ଭବନାହୀନ
जिसकी भावना या चिंतन न किया गया हो।
Meaning : ଯେ ଭାବନା ବା ଚିନ୍ତନ ଅବସ୍ଥାକୁ ଆସିପାରନ୍ତି ନାହିଁ
Example : ତାହା ମୋପାଇଁ ଅଚିନ୍ତନୀୟ ବିଷୟ
Synonyms : ଅଚିଂତ୍ୟ, ଅଚିନ୍ତନୀୟ, ଅଚିନ୍ତ୍ୟ
Translation in other languages :हिन्दी English
जो भावना या चिंतन में न आ सके।
Totally unlikely.
Install App