Subscribe
URL of the page has been copied to clipboard.
Meaning : ଯାହା ଭଙ୍ଗୁର ନୁହେଁ ବା ଯାହା ଭାଙ୍ଗେ ନାହିଁ
Example : ଏହା ଅଭଙ୍ଗା ତାର, ଏହାକୁ ଭାଙ୍ଗିହେବ ନାହିଁ
Synonyms : ଅଭଞ୍ଜନଶୀଳ
Translation in other languages :हिन्दी English
जो भंजनशील न हो या टूटे नहीं।
Impossible to break especially under ordinary usage.
Meaning : ଯାହା ଭଙ୍ଗାଯାଇନାହିଁ ବା ଯାହା ଭାଙ୍ଗି ଯାଇନାହିଁ
Example : ସୀତାଙ୍କ ସ୍ୱୟମ୍ବରରେ ରାମ ଅଭଙ୍ଗା ଧନୁକୁ ଭାଙ୍ଗି ଦେଇଥିଲେ
Synonyms : ଅକ୍ଷତ, ଅଖଣ୍ଡିତ, ଅଭଂଜିତ
Translation in other languages :हिन्दी
जिसका भंजन न हुआ हो या जो टूटा हुआ न हो।
Install App