Meaning : ଯାହା ପ୍ରଚଳିତ ନୁହେଁ
Example :
ତୁମେ ସବୁବେଳେ ଅପ୍ରଚଳିତ ପରିଧାନ କାହିଁକି ପିନ୍ଧୁଛ
Synonyms : ଅପ୍ରଚଳିତ, ଆଉଟ ଅଫ୍ ଡେଟ୍, ଆଉଟଡ଼େଟେଡ଼୍
Translation in other languages :
Meaning : ଯାହା ବ୍ୟବହାର କରାଯାଏ ନାହିଁ
Example :
ସେ ଅବ୍ୟବହୃତ ବସ୍ତୁଗୁଡ଼ିକୁ ଗରୀବମାନଙ୍କୁ ବାଣ୍ଟିଦେଲେ
Translation in other languages :
जो व्यवहार में न लाया गया हो।
उसने कोरी वस्तुओं को ग़रीबों में बाँट दिया।Meaning : ଯାହାକୁ ପିନ୍ଧାଯାଇ ନ ଥାଏ(ଲୁଗା)
Example :
ମୋ ଆଈମା ଅପିନ୍ଧା ଶାଢୀ କେବେ ବି ପିନ୍ଧୁ ନଥିଲେ
Synonyms : ଅପିନ୍ଧା
Translation in other languages :
Meaning : ଯାହା ବ୍ୟବହାର ଉପଯୋଗୀ ନୁହେଁ
Example :
ଅବ୍ୟବହୃତ ବସ୍ତୁକୁ ଫିଙ୍ଗିଦେବା ଉଚ୍ଚିତ