Meaning : ଯାହା ବ୍ରାହ୍ମଣନିଷ୍ଠ ନୁହେଁ
Example :
ମୁଁ ଅବ୍ରାହ୍ମଣ୍ୟ ସଙ୍ଗତିରୁ ଦୂରରେ ରହିବାକୁ ଚାହୁଁଛି
Translation in other languages :
Meaning : ହିଂସା ଆଦି କର୍ମ
Example :
ହିଂସାକର୍ମରେ ଲିପ୍ତ ବ୍ୟକ୍ତି ଅଶାନ୍ତ ରହେ
Synonyms : ହିଂସାକର୍ମ
Translation in other languages :
Meaning : ଯାହା ବ୍ରାହ୍ମଣ୍ୟ କରିବା ଯୋଗ୍ୟ ନୁହେଁ
Example :
ସେ ଅବ୍ରାହ୍ମଣୀୟ କର୍ମ କରିବାରେ ସାମାନ୍ୟ ଦ୍ୱିଧାବୋଧ କରନ୍ତି ନାହିଁ
Synonyms : ଅବ୍ରାହ୍ମଣୀୟ
Translation in other languages :