Subscribe
URL of the page has been copied to clipboard.
Meaning : ଯାହ କଥନ,ତର୍କ,ବିଚାର ଆଦିର ବିଷୟ ନୁହେଁ
Example : ଭ୍ରମ ଏକ ବିଷୟହୀନ ତତ୍ତ୍ବ
Synonyms : ବିଷୟହୀନ
Translation in other languages :हिन्दी English
जो कथन, तर्क, विचार आदि का विषय न हो।
Against which no argument can be made.
Meaning : ଯେଉଁଥିରେ ବା ଯାହାର କୌଣସି ବିଷୟ ନ ଥାଏ
Example : ସମାଧିର ସ୍ଥିତିରେ ସାଧକର ଈନ୍ଦ୍ରିୟଗୁଡିକ ଅବିଷୟକ ହୋଇଯାଇଥାଏ
Synonyms : ବିଷୟରହିତ, ବିଷୟଶୂନ୍ୟ
Translation in other languages :हिन्दी
जिसमें या जिसका कोई विषय न हो।
Install App