Meaning : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
Example :
ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
Synonyms : ଅବିବାହିତ ନାରୀ, କୁଆଁରୀ, କୁମାରୀ
Translation in other languages :
Meaning : ଯାହାର ବିବାହ ହୋଇନାହିଁ
Example :
ବିମାନ ପରିଚାରିକାପାଇଁ ପ୍ରଥମେ ଅବିବାହିତା ସ୍ତ୍ରୀମାନଙ୍କୁ ହିଁ ଚୟନ କରାଯାଉଥିଲା
Translation in other languages :