Meaning : ଅନ୍ୟ କେହି ନ ଚାହିଁଲେ ମଧ୍ୟ ନିଜ ଇଚ୍ଛା ଅନୁସାରେ କୌଣସି କାମ କରିବା ବା କରାଇବା କାର୍ଯ୍ୟ
Example :
ତୁମର ସ୍ୱେଚ୍ଛାଚାର ଏଠାରେ ଚଳିବ ନାହିଁ
Synonyms : ମନମାନୀ, ସ୍ୱେଚ୍ଛାଚାର
Translation in other languages :
Resolute adherence to your own ideas or desires.
bullheadedness, obstinacy, obstinance, pigheadedness, self-will, stubbornnessMeaning : ଯାହାକୁ ରୋକାଯାଇ ନ ପାରେ
Example :
ଅବାଧ୍ୟ ମୃତ୍ୟୁ ଉପରେ କାହାର ନିୟନ୍ତ୍ରଣ ଅଛି
Translation in other languages :
Meaning : ମନ୍ଦଚେଷ୍ଟା କରିବାବାଲା
Example :
ଅବାଧ୍ୟ ବ୍ୟକ୍ତିକୁ ବୁଝାଇବା କଠିନ ହୋଇଥାଏ
Synonyms : ବିରୁଦ୍ଧାଚାରୀ, ହାନିଜନକ
Translation in other languages :