Meaning : ଯାହା ଆବଶ୍ୟକ ନୁହେଁ
Example :
ତୁମେ ନିଜର ସମୟକୁ ଅନାବଶ୍ୟକ କାମରେ କାହିଁକି ବିତାଉଛ?
Synonyms : ଅଦରକାରୀ, ଅନାବଶ୍ୟକ, ଫାଲ୍ତୁ, ମୂଲ୍ୟହୀନ
Translation in other languages :
जो आवश्यक न हो।
तुम अपना समय अनावश्यक कामों में क्यों बिताते हो।