Meaning : ଡରରେ ଚୁପ
Example :
ପ୍ରିୟଙ୍କା ସାପକୁ ଦେଖି ଜଡ଼ ହୋଇଗଲା
Synonyms : ଆବାକାବା, ଜଡ଼, ନିର୍ବାକ୍
Translation in other languages :
डर से चुप।
प्रियंका साँप को देखते ही सन्न हो गई।Meaning : ଯେ କିଛି କହେ ନାହିଁ
Example :
ନିର୍ବାକ ବ୍ୟକ୍ତି ହୃଦୟରେ ବିଚାରଗୁଡ଼ିକର ମନ୍ଥନ ହେଉଥିଲା ତା କଥା ଶୁଣି ମୁଁ ଅବାକ୍ ହୋଇଗଲି
Synonyms : ଅନୁତ୍ତର, ଚୁପ୍, ନିର୍ବଚନ, ନିର୍ବାକ, ବାକ୍ହୀନ, ମୌନ
Translation in other languages :
Expressed without speech.
A mute appeal.