Meaning : ସୀମାଉପରେ ଅବସ୍ଥିତ ହେବା ବା ରହିବା
Example :
ନେପାଳ ଭାରତର ସୀମାରେ ଅବସ୍ଥିତ
Synonyms : ଅବସ୍ଥାନ କରିବା, ସ୍ଥିତ ହେବା
Translation in other languages :
* सीमा पर स्थित होना या लगे होना।
नेपाल भारत की सीमा पर है।Meaning : କାହାର ସହାୟତାରେ ରହିବା
Example :
ଏଭଳି ଗ୍ରହଣ କରାଯାଏ କି ଶେଷନାଗର ଫଣା ଉପରେ ପୃଥିବୀ ଅବସ୍ଥିତ
Synonyms : ରହିବା
Meaning : କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା
Example :
ହିମାଳୟ ଭାରତର ଉତ୍ତରରେ
Synonyms : ଅବସ୍ଥାନ କରିବା, ରହିବା
Translation in other languages :
Be located or situated somewhere. Occupy a certain position.
lie