Meaning : ଉଚିତ କିମ୍ବା ଅନୁଚିତ ଇତ୍ୟାଦିକୁ ବିଚାରକରି ଏହା ନିର୍ଣ୍ଣୟ କରିବା କ୍ରିୟା ଯେ ଏହା ଠିକ ଅଥବା ଏଭଳି ହେବା ଉଚିତ
Example :
ସେ ଘରୁ ଅଲଗା ରହିବାପାଇଁ ନିର୍ଣ୍ଣୟ ନେଲା
Synonyms : ଅବଧାରଣ, ନିର୍ଣ୍ଣୟ, ନିଶ୍ଚୟ
Translation in other languages :
The act of making up your mind about something.
The burden of decision was his.