Meaning : ତନ୍ଦ୍ରା ବା ଢୁଳ କାରଣରୁ ହେଉଥିବା ଆଳସ୍ୟ
Example :
ନିଦ୍ରାବେଶଯୋଗୁଁ ସେ ଖଟ ଉପରେ ପଡ଼ି ରହିଲା
Synonyms : ତଂଦ୍ରାଳସ୍ୟ, ତନ୍ଦ୍ରାଳସ୍ୟ, ନିଦ୍ରାବେଶ
Translation in other languages :
Meaning : ଉତ୍ସାହ ନ ହେବା ଅବସ୍ଥା ବା ଭାବ
Example :
ଉତ୍ସାହହୀନତା କାରଣରୁ ମୁଁ ଏହି କାମ କରିପାରିଲି ନାହିଁ
Synonyms : ଅବସାଦ, ଉତ୍ସାହହୀନତା, ଉଲ୍ଲାସହୀନତା
Translation in other languages :
उत्साह न होने की अवस्था या भाव।
उत्साहहीनता के कारण मैं यह काम नहीं कर सका।