Meaning : ଯେ ଏମିତି ଅବସ୍ଥାରେ ଅଛି କି ଇଚ୍ଛା ହେଲେବି ସେ କିଛି କରିପାରୁନାହିଁ
Example :
ମୁ ଏହି କାମକରିବାକୁ ବିବଶ ହେଉଛି
Translation in other languages :
Lacking in or deprived of strength or power.
Lying ill and helpless.Meaning : ଯେ ବଶକୁ ଆସେନାହିଁ
Example :
ମନ ବଶହୀନ ନୁହେଁ; ଧ୍ୟାନ, ଯୋଗଆଦି ଦ୍ୱାରା ଏହାକୁ ବଶକୁ ଅଣାଯାଇପାରେ
Translation in other languages :
Impossible to repress or control.
An irrepressible chatterbox.