Subscribe
URL of the page has been copied to clipboard.
Meaning : ଦେହରେ ଘଷିବାପାଇଁ ସୋରିଷ,ତିଳ,ଚିରୌଞ୍ଜୀ ବା ସୁଗନ୍ଧିତ ପଦାର୍ଥ ଆଦିଦ୍ୱାରା ତିଆରି ହୋଇଥିବା ମଲମ
Example : ପ୍ରସାଧନ ପ୍ରଲେପ ଲଗାଇଲେ ଚର୍ମରେ ଚମକ ଆସେ
Synonyms : ପ୍ରସାଧନ ପ୍ରଲେପ
Translation in other languages :हिन्दी
शरीर पर मलने के लिए सरसों, तिल, चिरौंजी या सुगंधित पदार्थों आदि का बनाया हुआ लेप।
Meaning : ଲେପିବା, ପୋତିବା ବା ଚିପୁଡ଼ିବାର ବସ୍ତୁ
Example : ମା’ ମାଟିକାନ୍ଥକୁ ଗୋବର ଓ ମାଟିର ଲେପରେ ଲିପାପୋଛା କରୁଛନ୍ତି
Synonyms : ଲେପ
Translation in other languages :हिन्दी English
लीपने, पोतने या चुपड़ने की वस्तु।
Material used to daub walls.
Install App