Meaning : ଯିଏ ସ୍ଖଳିତ ବା ଯାହାର ବ୍ୟବହାର ଭଲ ନୁହେଁ
Example :
ଅଧଃପତିତ ବ୍ୟକ୍ତି ସମାଜକୁ ରସାତଳକୁ ନେଇଯାଏ
Synonyms : ଅଧଃପତିତ, ଅଧୋଗତ, ପତିତ
Translation in other languages :
Unrestrained by convention or morality.
Congreve draws a debauched aristocratic society.