Subscribe
URL of the page has been copied to clipboard.
Meaning : ଅନ୍ୟ କୌଣସି ସ୍ଥାନରୁ କିଛି ଅଂଶ ଉଦ୍ଧରଣ ରୂପରେ ନିଆଯାଇଥିବା (ଲେଖ ବା ବଚନ)
Example : ଏହା ରାମାୟଣରୁ ଉଦ୍ଧୃତ ପଂକ୍ତି
Synonyms : ଉଦ୍ଧୃତ
Translation in other languages :हिन्दी
किसी दूसरे स्थान से कोई अंश उद्धरण के रूप में लिया हुआ।(लेख या वचन)।
Meaning : ଉପରୁତଳୁ ଆସିଥିବା ବା ଅବତରଣ କରିଥିବା
Example : ବର୍ତ୍ତମାନ ଅବତରଣ କରିଥିବା ବିମାନରୁ ଯାତ୍ରୀମାନେ ବାହାରକୁ ଆସୁଛନ୍ତି ଲୋକେ ନଦୀର ଅବତରିତ ଜଳସ୍ତରକୁ ପାର କରୁଛନ୍ତି
Synonyms : ଅବତରଣ କରିଥିବା, ଅବରୂଢ
ऊपर से नीचे आया या उतरा हुआ।
Install App