Meaning : କାନରେ ପିନ୍ଧା ଯାଉଥିବା ଏକ ଗହଣା
Example :
ଗୀତାର ଗୋଟିଏ କାନର କାନଫୁଲ ହଜି ଯାଇଛି
Synonyms : କର୍ଣ୍ଣଭୂଷଣ, କାନଫୁଲ, କୁଣ୍ଡଳ
Translation in other languages :
Jewelry to ornament the ear. Usually clipped to the earlobe or fastened through a hole in the lobe.
earring