Meaning : ଯେଉଁ ସ୍ଥାନରେ ବିଶେଷ ବ୍ୟାପାର ବା କାର୍ଯ୍ୟର ବ୍ୟବସ୍ଥା କରୁଥିବା କର୍ମଚାରୀମାନେ ବସି ସବୁ କାମ ନିୟମିତ ରୂପରେ କରନ୍ତି
Example :
ସେ ପ୍ରତିଦିନ ଠିକ୍ ସମୟରେ କାର୍ଯ୍ୟାଳୟକୁ ଯାଏ
Synonyms : କାର୍ଯ୍ୟାଳୟ, ଦପ୍ତର
Translation in other languages :
Place of business where professional or clerical duties are performed.
He rented an office in the new building.