Meaning : ଯାହା ଉପଲବ୍ଧ ନୁହେଁ
Example :
ବେଳେ ବେଳେ ପିଲାମାନେ ଅନୁପଲବ୍ଧ ବସ୍ତୁ ମାଗି ଦିଅନ୍ତି
Synonyms : ଅନୁପଲବ୍ଧ, ଅମିଳ, ଅଲଭ୍ୟ
Translation in other languages :
Not available or accessible or at hand.
Fresh milk was unavailable during the emergency.