Meaning : ଅପ୍ରସନ୍ନ ହେବାର ଅବସ୍ଥା ବା ଭାବ
Example :
ଶେଷରେ ! ଆପଣଙ୍କ ଅରାଜିର କାରଣ କଣ?
Synonyms : ଅରାଜି, ଅସନ୍ତୁଷ୍ଟତା, କ୍ଷୁଣ୍ଣତା, ରୁଷ୍ଟତା
Translation in other languages :
The feeling of being displeased or annoyed or dissatisfied with someone or something.
displeasureMeaning : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
Example :
ସେ ଭାରି ଉଦାସ ଦେଖାଯାଉଛି
Synonyms : ଅନ୍ୟମନସ୍କତା, ଅସନ୍ତୁଷ୍ଟି, ଉଦାସ, ଉଦାସତା, ଉଦାସୀନତା
Translation in other languages :
उदास होने की अवस्था या भाव।
उसके चेहरे पर उदासी छायी हुई थी।Meaning : ବିମୁଖ ହେବାର ଅବସ୍ଥା ବା ଭାବ
Example :
ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ
Synonyms : ପ୍ରତିକୂଳତା, ବିମୁଖତା, ସ୍ପୃହାହୀନତା
Translation in other languages :
The trait of lacking enthusiasm for or interest in things generally.
apathy, indifference, numbness, spiritlessness