Meaning : ଜାଣିଶୁଣି କୌଣସି ଏଭଳି କାମ କରିବା ବା କଥା କହିବା ଯେଉଁଥିରେ କେହି ଅପ୍ରସନ୍ନ ହୋଇଯିବ
Example :
ମଂଜୁଳା ତା ସାନ ଭାଇକୁ ବହୁତ ଚିଡ଼ାଉଥାଏ
Synonyms : ଚିଡ଼ାଇବା
Translation in other languages :
जान-बूझकर कोई ऐसा काम करना या बात कहना जिससे कोई अप्रसन्न हो जाए।
मंजुला अपने छोटे भाई को बहुत चिढ़ाती है।