Meaning : ଯାହା ପ୍ରତ୍ୟାଶା ବାହାରେ
Example :
ରାମକୁ ଅପ୍ରତ୍ୟାଶିତ ସଫଳତା ମିଳିଲା
Synonyms : ଅନୁମାନାତୀତ, ଆଶାତୀତ
Translation in other languages :
So unexpected as to have not been imagined.
An unhoped-for piece of luck.Meaning : ଯାହା ପ୍ରତ୍ୟାଶିତ ନୁହେଁ
Example :
ମୋହନ ଭଳି ଛାତ୍ର ମଧ୍ୟ ଅପ୍ରତ୍ୟାଶିତ ଭାବରେ ପରୀକ୍ଷାରେ ଫେଲ୍ ହୋଇଗଲା
Synonyms : ଅନପେକ୍ଷିତ, ଅପ୍ରତୀକ୍ଷିତ, ନିରପେକ୍ଷିତ
Translation in other languages :
जो अपेक्षित न हो।
मोहन जैसा छात्र भी अनपेक्षित रूप से परीक्षा में फेल हो गया।