Subscribe
URL of the page has been copied to clipboard.
Meaning : ଯେ ପରାଜିତ ହୋଇନାହିଁ ବା ଯାହାଙ୍କୁ ହରାଇ ଦିଆଯାଇନାହିଁ
Example : ଏହି ଖେଳରେ ଦୁଇଟି ଯାକ ଦଳ ଅପରାଜିତ ଅଛନ୍ତି ଏବଂ ଖେଳ ଅମୀମାଂସିତ ରହିଛି
Synonyms : ଅପରାଜିତ, ଅପରାସ୍ତ
Translation in other languages :हिन्दी English
जो पराजित न हुआ हो या जो हराया न गया हो।
Not conquered.
Meaning : ଯାହାକୁ ଆଘାତ ହୋଇନାହିଁ
Example : ଅନାହତ ଖେଳାଳି ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ସ୍ଥିର ରହିଲେ
Synonyms : ଅନାହତ, ଅବାଧ, ଆଘାତହୀନ
जिसका विघात न हुआ हो।
Install App