Meaning : ଯେ ଆଦର ବା ସମ୍ମାନର ଯୋଗ୍ୟ ନୁହେଁ
Example :
ଲୋକ ଭୟରେ ଅନାଦରଣୀୟ ବ୍ୟକ୍ତିମାନଙ୍କୁ ମଧ୍ୟ ଆଦର କରନ୍ତି
Synonyms : ଅନାଦରଣୀୟ, ଅପୂଜ୍ୟ, ଅମାନନୀୟ, ଅମାନ୍ୟ, ଅସମ୍ମାନନୀୟ
Translation in other languages :
Unworthy of respect.
unrespectable