Meaning : ଯାହାର ବୃତ୍ତି ଚୋରିକରିବା କିମ୍ବା ଯେ ଲୋକମାନଙ୍କୁ ଲୁଟେ
Example :
ଚୋରମାନେ ପୂରା ବସ୍କୁ ଲୁଟିନେଲେ
Synonyms : ଚୋରି କରିବା, ଲୁଟିବା
Translation in other languages :
Meaning : କାହାଠାରୁ ଜବରଦସ୍ତି ବା ଡରାଇଧମକାଇ ତାହାର କୌଣସି ବସ୍ତୁକୁ ନେଇଯିବା
Example :
ଏହି ରାସ୍ତାରେ ଚୋରମାନେ ବାଟୋଇମାନଙ୍କଠାରୁ ଲୁଟପାଟ କରନ୍ତି
Synonyms : ଲୁଟପାଟ କରିବା, ଲୋଟିବା
Translation in other languages :
Meaning : ଅନ୍ୟର ଜିନିଷ ଚୋରିକରି ନେବା
Example :
ବସ୍ରେ ମୋର ପର୍ସ କିଏ ଚୋରେଇନେଲା
Synonyms : ଚୋରେଇବା
Translation in other languages :
Meaning : କୌଣସି ବ୍ୟକ୍ତିଆଦିକୁ ବଳପୂର୍ବକ ଭାବରେ ଉଠାଇନେବା
Example :
ଆତଙ୍କବାଦୀମାନେ କାଶ୍ମୀରର ଜଣେ ମନ୍ତ୍ରୀଙ୍କ ଝିଅକୁ ଅପହରଣ କରିନେଲେ
Synonyms : ହରଣ କରିବା
Translation in other languages :
किसी व्यक्ति आदि को बलपूर्वक उठा ले जाना।
आतंकवादियों ने कश्मीर के एक मंत्री की बेटी का अपहरण किया।