Meaning : ଯେ ନିଜ ପତି ବା ପତ୍ନୀକୁ ଛାଡ଼ି ଦେଇଛି ଓ ତାର ଦେଖାଚାହାଁ କରିବା ମଧ୍ୟ ବନ୍ଦ କରିଛି
Example :
ତାକୁ ଅପସୃତ ବ୍ୟକ୍ତିଠାରୁ ନିଜ ଅଧିକାର ଅବଶ୍ୟ ମାଗିବା ଆବଶ୍ୟକ
Translation in other languages :
जिसने अपने पति या पत्नी को छोड़ दिया हो और उसकी देखभाल भी छोड़ दी हो।
उसे अपसृत व्यक्ति से अपना अधिकार अवश्य माँगना चाहिए।Meaning : ଯାହା କାହାଠାରୁ ବାହାର କରାଯାଇ ଅଲଗା କରାଯାଇଛି
Example :
ଅପସୃତ ଅନ୍ନକୁ ଦାନ କରି ଦିଅନ୍ତୁ
Translation in other languages :