Meaning : ଦୂର କରିବା ବା ହଟାଇବାର କ୍ରିୟା
Example :
ଯୁଦ୍ଧରେ ଦୁଇ ପକ୍ଷର ସୈନିକମାନଙ୍କ ମଧ୍ୟରୁ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ଅସ୍ତ୍ର ଅପସାରଣ କରିବାକୁ ଉଦ୍ୟମ କରୁଥିଲେ
Translation in other languages :
दूर करने या हटाने की क्रिया।
युद्ध में दोनों पक्षों के सैनिक एक दूसरे के शस्त्रों का निरसन करने की कोशिश कर रहे थे।Meaning : ହଟାଇବା ବା ଅଲଗା କରିବାର ପ୍ରକ୍ରିୟା
Example :
ଏହାର ଅପସାରଣ ଆବଶ୍ୟକ
Synonyms : ଦୂରୀକରଣ
Translation in other languages :