Subscribe
URL of the page has been copied to clipboard.
Meaning : ବିନା ପଲକ ପକେଇ
Example : ସେ ଶୂନ୍ୟକୁ ଅପଲକ ଅନାଇଥିଲା
Synonyms : ନିର୍ନିମେଷ
Meaning : ପଲକ ନ ପକାଇ ବା ସ୍ଥିର ଦୃଷ୍ଟିରେ
Example : ପିଲାଟି ଅନିମେଷ ନୟନରେ ନିଜ ବାପାଙ୍କ ଆଡ଼କୁ ଚାହିଁ ରହିଥିଲା
Synonyms : ଅନିମେଷ, ଏକଦୃଷ୍ଟିରେ, ଏକାଗ୍ର, ନିର୍ନିମେଷ, ପଲକହୀନ
Translation in other languages :हिन्दी
बिना पलक झपकाए या स्थिर दृष्टि से।
Meaning : ପଲକ ନ ପକାଇ ବା ଅପଲକ ଭାବରେ
Example : ସେ ଆଗନ୍ତୁକଙ୍କୁ ଅପଲକ ନୟନରେ ଦେଖୁଥିଲା
Synonyms : ଅନିମେଷ, ଏକଦୃଷ୍ଟି, ନିର୍ନିମେଷ
Translation in other languages :हिन्दी English
बिना पलक झपकाए या टकटकी बाँधे हुए।
Not shrinking from danger.
Install App