Meaning : ଆବଶ୍ୟକତାଠାରୁ ଅଧିକ ପରିମାଣ
Example :
ଶସ୍ୟର ଆଧିକ୍ୟ ହେଲେ ଏହାର ରପ୍ତାନୀ କରାଯାଏ
Synonyms : ଅତିରେକ, ଅଧିକତା, ଆତିଶଯ୍ୟ, ଆଧିକ୍ୟ, ପ୍ରାଚୁର୍ଯ୍ୟ, ପ୍ରାବଲ୍ୟ
Translation in other languages :
जितना होना चाहिए उससे अधिक मात्रा।
अनाज के अतिरिक्त भाग को निर्यात किया जाता है।Meaning : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ
Example :
ସୃଷ୍ଟି ଅମାପ ସମ୍ପଦର ଖଣି
Synonyms : ଅପରିମିତ, ଅମାପ, ଅସୀମ
Translation in other languages :
Impossible to measure.
Unmeasurable reaches of outer space.