Subscribe
URL of the page has been copied to clipboard.
Meaning : ଯେଉଁ ବ୍ୟକ୍ତିର କୌଣସି ବିଶେଷ କ୍ଷେତ୍ରରେ ଜ୍ଞାନ, ଅନୁଭବ ଆଦି କମ ଥାଏ
Example : ବିଜ୍ଞାନ କ୍ଷେତ୍ରରେ ଆଜି ବି ଆପଣ ଅନଭିଜ୍ଞ
Synonyms : ଅନଭିଜ୍ଞ
Translation in other languages :हिन्दी
वह व्यक्ति जिसे किसी विशेष क्षेत्र में ज्ञान, अनुभव आदि की कमी हो।
Meaning : ଯାହା କମ୍ ପାଚିଛି
Example : ରାମ ଦରପାଚିଲା ଆମ୍ବ ଖାଉଛି
Synonyms : ଅଧାକଞ୍ଚା, ଅଧାପାଚିଲା, ଦରପାଚିଲା
Translation in other languages :हिन्दी English
जो कम पका हुआ हो।
Insufficiently cooked.
Meaning : ଯାହା ପାଚି ନାହିଁ
Example : ଶ୍ୟାମ କଞ୍ଚାଫଳ ଖାଉଛି
Synonyms : ଅପକ୍ୱ, କଞ୍ଚା
जो पका हुआ न हो।
Meaning : ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ
Example : ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା
Synonyms : ଅଧାସିଝା, ଅପକ୍ୱ, କଞ୍ଚା, ଦରସିଝା
जो आँच पर पकाने के बाद भी ठीक से न पका या गला हो।
Meaning : ଯାହା ସମ୍ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ
Example : ଅପରିପକ୍ୱ ବ୍ୟକ୍ତି, ପରିପକ୍ୱ ବ୍ୟକ୍ତି ଉପରେ ନିର୍ଭର କରେ
जो पूरी तरह से विकसित न हो।
Being in the earliest stages of development.
Install App