Meaning : କାହା ସହିତ ଜଣାଶୁଣା ନହେବା ଅବସ୍ଥା
Example :
ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
Translation in other languages :
Meaning : ଯେଉଁ ବ୍ୟକ୍ତି ପରିଚିତ ନୁହେଁ
Example :
ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ
Synonyms : ଅଜଣା
Translation in other languages :
Meaning : ଯାହା ଜ୍ଞାତ ବା ଜଣା ନୁହେଁ
Example :
ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
Translation in other languages :
Meaning : ଯିଏ ପରିଚିତ ନୁହେଁ
Example :
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
Translation in other languages :
Unaware because of a lack of relevant information or knowledge.
He was completely ignorant of the circumstances.