Meaning : ସାଧନାରେ ଯମର ଏକ ଭେଦ
Example :
ଅପରିଗ୍ରହ ବିନା ସାଧନା ଫଳବତୀ ହୋଇପାରେ ନାହିଁ
Translation in other languages :
Meaning : ଦାନ ନ ନେବାର ପ୍ରକ୍ରିୟା
Example :
ଅପରିଗ୍ରହ ମନୁଷ୍ୟକୁ ସ୍ୱାବଲମ୍ବୀ କରାଏ
Translation in other languages :
Meaning : କୌଣସି ବସ୍ତୁକୁ ଗ୍ରହଣ ନ କରିବା ବା ଦାନ ନ ନେବାର ପ୍ରକ୍ରିୟା
Example :
ଅପ୍ରତିଗ୍ରହଣ ତା ଜୀବନ ଶୈଳୀର ଏକ ଅଙ୍ଗ ଥିଲା
Synonyms : ଅପ୍ରତିଗ୍ରହଣ
Translation in other languages :
किसी वस्तु को ग्रहण न करने या दान न लेने की क्रिया।
अप्रतिग्रहण उसके जीवन-शैली का एक अंग था।Meaning : ଶରୀରର ଆବଶ୍ୟକତାଠାରୁ ଅଧିକ ଧନର ପରିତ୍ୟାଗ
Example :
ସେ ଅପରିଗ୍ରହ ପରେ ଆଶ୍ରମରେ ରହିବାକୁ ଲାଗିଲେ
Translation in other languages :
Meaning : ଜୈନ ଶାସ୍ତ୍ର ଅନୁସାରେ ମୋହ ପରିତ୍ୟାଗ
Example :
ଅପରିଗ୍ରହ ବିନା ସାଂସାରିକ ଦୁଃଖ ଗୁଡ଼ିକର ଶେଷ ହୁଏ ନାହିଁ
Translation in other languages :