Meaning : ଯେଉଁ ବ୍ୟକ୍ତି କାର୍ଯ୍ୟସମାପ୍ତି ବିନା ଫେରନ୍ତି ନାହିଁ
Example :
କୌଣସି ଅପରାବର୍ତ୍ତି ବ୍ୟକ୍ତି ଉପରେ ଏହି କାର୍ଯ୍ୟ ନ୍ୟସ୍ତ କରିବା ଠିକ୍ ହେବ
Translation in other languages :
Meaning : କୌଣସି କାର୍ଯ୍ୟରୁ ପଛକୁ ନ ହଟିବା ବ୍ୟକ୍ତି
Example :
ଅପରାବର୍ତ୍ତି ବ୍ୟକ୍ତିଙ୍କୁ ନିଶ୍ଚୟ ସଫଳତା ମିଳେ
Translation in other languages :