Meaning : ଅଧିକ ବା ଅନାବଶ୍ୟକ ଖର୍ଚ୍ଚ
Example :
ଅପବ୍ୟୟରୁ ରକ୍ଷାପାଇବା ଉଚିତ
Synonyms : ଅନାବଶ୍ୟକ ଖର୍ଚ୍ଚ, ଅଯଥାଖର୍ଚ୍ଚ
Translation in other languages :
व्यर्थ और अधिक खर्च या अनावश्यक खर्च।
अपव्यय से बचना चाहिए।Meaning : ବହୁତ ଅଧିକ ଖର୍ଚ୍ଚ କରିବାର ଅଭ୍ୟାସ
Example :
ମୁଁ ଛୁଆମାନଙ୍କର ଅପବ୍ୟୟ୍ପାଇଁ ବ୍ୟଥିତ ହୋଇଯାଇଅଛି
Synonyms : ଖର୍ଚ୍ଚୀ
Translation in other languages :
Meaning : ଖରାପ କାମରେ ଖର୍ଚ୍ଚ
Example :
ଧନର ଅପବ୍ୟୟ କରିବା ଉଚିତ ନୁହେଁ
Synonyms : ବଦଖର୍ଚ୍ଚ
Translation in other languages :
बुरे कामों में खर्च।
धन का अपव्यय उचित नहीं है।