Subscribe
URL of the page has been copied to clipboard.
Meaning : ଖରାପ ବସ୍ତୁର ସଂସର୍ଗ
Example : ଛୁଆଁରୁ ଦୂରେଇ ରହିବା ଉଚିତ
Synonyms : ଛୁଆଁ, ଛୁତି
Translation in other languages :हिन्दी
गंदी वस्तु का संसर्ग।
Meaning : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
Example : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
Synonyms : ଅଶୁଦ୍ଧ, ଅଶୌଚ, ଅସୂଚି, ଦୂଷିତ
Translation in other languages :हिन्दी English
जो धर्मानुसार पवित्र न हो।
Not holy because unconsecrated or impure or defiled.
Meaning : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
Example : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
Synonyms : ଅଶୁଚି, ଅଶୁଦ୍ଧ, ଅଶୌଚ
Install App