Subscribe
URL of the page has been copied to clipboard.
Meaning : ଯାହା ପାଚି ନାହିଁ
Example : ଶ୍ୟାମ କଞ୍ଚାଫଳ ଖାଉଛି
Synonyms : ଅପରିପକ୍ୱ, କଞ୍ଚା
Translation in other languages :हिन्दी
जो पका हुआ न हो।
Meaning : ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ
Example : ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା
Synonyms : ଅଧାସିଝା, ଅପରିପକ୍ୱ, କଞ୍ଚା, ଦରସିଝା
Translation in other languages :हिन्दी English
जो आँच पर पकाने के बाद भी ठीक से न पका या गला हो।
Insufficiently cooked.
Install App