Meaning : ପରସ୍ପର ବିରୋଧୀ ପକ୍ଷଙ୍କଠାରୁ ଅଲଗା ରହିବା ବ୍ୟକ୍ତି
Example :
ନିରପେକ୍ଷ ନେତାମାନଙ୍କ ଯୋଗୁଁ କେନ୍ଦ୍ରରେ କୌଣସି ଦଳର ସରକାର ହୋଇପାରିଲା ନାହିଁ ଏବଂ ରାଷ୍ଟ୍ରପତି ଶାସନ ଲାଗୁକରିବା ଦରକାର ପଡ଼ିଲା
Synonyms : ନିରପେକ୍ଷ, ନିଷ୍ପକ୍ଷ, ପକ୍ଷପାତରହିତ
Translation in other languages :
परस्पर विरोधी पक्षों से अलग रहने वाला।
तटस्थ नेताओं की वज़ह से केंद्र में किसी भी दल की सरकार नहीं बनी और राष्ट्रपति शासन लागू करना पड़ा।Free from undue bias or preconceived opinions.
An unprejudiced appraisal of the pros and cons.