Meaning : ଗବେଷଣା କରୁଥିବା ଲୋକ
Example :
ଜଣେ ଗବେଷକ ଛାତ୍ରକୁ ଏବେ ପି.ଏଚ୍.ଡି. ଉପାଧି ମିଳିଲା
Synonyms : ଅନୁସଂଧାନୀ, ଗବେଷକ, ଗବେଷଣାକାରୀ, ଶୋଧକର୍ତ୍ତା
Translation in other languages :
शोध करने वाला।
एक शोधक छात्र को अभी-अभी पी एच डी की उपाधि मिली है।